ଏକ ବଡ଼ ଠକେଇର ପର୍ଦାଫାର୍ଶ କଲା ଓଡ଼ିଶା ପୋଲିସ: କେନ୍ଦ୍ରଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକିଥିଲା ଅଢେଇ କୋଟି ଟଙ୍କା: ଅଭିଯୁକ୍ତ ଗିରଫ

ଓଡିଶା ପୋଲିସ କେନ୍ଦ୍ରଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକୁଥିବା ଜଣେ ଯୁବକ କୁ ଗିରଫ କରିଛି। ତାଙ୍କ ବିରୋଧରେ ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ନୋଏଡାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ହିମାଂଶୁ ଭଣ୍ଡାରୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ସେ କେନ୍ଦ୍ର ସରକାର ଅଭିଯୋଗକାରୀଙ୍କ ଜୀବନ ବୀମାକୁ ଚୟନ କରୁଥିବାରୁ କହି ଅଭିଯୁକ୍ତ ହିମାଂଶୁ କରୁଥିଲେ ଠକେଇ ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକିଥିଲା ଅଢେଇ କୋଟି, ବାନ୍ଧିଲା EOWବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁଏପଟେ ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରୁ 2 କୋଟି 34ଲକ୍ଷ ଟଙ୍କା ଯୋଗାଇ ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ 2019 ଫୋନ କରି ଠକିଥିଲା ଅଭିଯୁକ୍ତ କରିଥିଲା ଏହି ଠକେଇ । ତେବେ ତାଙ୍କୁ କେନ୍ଦ୍ର ଅର୍ଥନୀତି ନିଷ୍ଟ୍ରୀ ଅଫ ଫାଇନ୍ସନ୍ସ ଅଧିକାରୀ କହି ଠକେଇ କରିଥିଲା । ଅନ୍ୟପଟେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ ଗତକାଲି ଉତ୍ତରପ୍ରଦେଶ ନୋଏଡାରୁ ଗିରଫ କରିଛି ଇଓଡବ୍ଲ୍ୟୁ ।

Related Posts