କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବରରେ ଅଘଟଣ, ସାବେରୀ ନଦୀରେ ଭାସିଗଲେ 2 ଭାଇ

କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବରରେ ଘଟିଛି ଅଘଟଣ। ଗୁପ୍ତେଶ୍ବର ନିକଟ ସାବେରୀ ନଦୀରେ ଭାସିଯାଇଛନ୍ତି ୨ ଭାଇ । ସେମାନଙ୍କ ଘର ଜୟପୁର ଇରିଗେସନ କଲୋନୀରେ ହୋଇଥିବା ଜଣାପଡ଼ିଛି । ଭାସିଯାଇଥିବା ୨ ଭାଇ ହେଲେ ଆଦିତ୍ୟ ସ୍ୱାଇଁ ଓ ସୁମିତ ସ୍ବାଇଁ । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାରୀ ଟିମ୍ ଖୋଜାଖୋଜି କରୁଛନ୍ତି । ରାତ୍ରି ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

Related Posts