ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତରେ ସମଲିଙ୍ଗୀ ବିବାହର ବୈଧ୍ୟତା ନେଇ ଆଜି ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଶୁଣାଉଛନ୍ତି | ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ 5 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି | ହେଲେ ପୂର୍ବରୁ ବିଶ୍ୱର ଅନେକ ଦେଶ ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରି ସାରିଛନ୍ତି|
ଏକ ରିପୋର୍ଟ ଅନୁସାରେ ବିଶ୍ୱର ପ୍ରାୟ 30ରୁ ଅଧିକ ଦେଶ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଛନ୍ତି | ସେଥିମଧ୍ୟରୁ 23 ଟି ଦେଶ ନିଜ ଦେଶବ୍ୟାପୀ ଭୋଟିଂ କରାଇ ଏହାକୁ ବୈଧ ଘୋଷଣା କରିଥିବା ବେଳେ ପାଖାପାଖି 10 ଟି ଦେଶ ଅଦାଲତଙ୍କ ରାୟ ବଳରେ ଏହାକୁ ଅନୁମତି ଦେଇଛନ୍ତି |
ଏପର୍ଯ୍ୟନ୍ତ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିବା ଦେଶ ଗୁଡିକ ହେଲେ:
Netherlands: 2001
Belgium: 2003
Canada: 2005
Spain: 2005
South Africa: 2006
Norway: 2009
Sweden: 2009
Iceland: 2010
Portugal: 2010
Argentina: 2010
Denmark: 2012
Uruguay: 2013
New Zealand: 2013
France: 2013
Brazil: 2013
England and Wales: 2014
Scotland: 2014
Luxembourg: 2015
Ireland: 2015
United States: 2015
Greenland: 2016
Colombia: 2016
Finland: 2017
Germany: 2017
Malta: 2017
Australia: 2017
Austria: 2019
Taiwan: 2019
Ecuador: 2019
Ireland: 2020
Costa Rica: 2020
Switzerland: 2022
Mexico: 2022
Chile: 2022
Slovenia: 2022
Cuba: 2022
Andorra: 2023