ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନ ସଙ୍ଗଠନର ଧମକ

ଭୁୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ମିଳିଲା ଧମକ । ସେପଟେ ପଞ୍ଜାବ ମୋହାଲିର ଇଣ୍ଟେଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣ ପରେ ଏବେ ଖଲିସ୍ତାନୀ ସଙ୍ଗଠନ ସିଖ ଫର ଜଷ୍ଟିସ ପକ୍ଷରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଧମକ ଦିଆଯାଇଛି । ଏଥିରେ କୁହାଯାଇଛି ପଞ୍ଜାବ ମୋହାଲିର ଇଣ୍ଟେଲିଜେନ୍ସ ହେଟକ୍ୱାଟରରେ ହୋଇଥିବା ଆକ୍ରମଣରୁ କିଛି ଶିଖ ଏମିତି ଶିମଳା ବି ହୋଇପାରେ ।

ଏହା ସହ ଧର୍ମଶାଳାରେ ସିଖ ଫର ଜଷ୍ଟିସ ପତାକା ଲାଗାଇଛି । ଆମ ଆତଙ୍କବାଦୀ ସଙ୍ଗଠନକୁ ରଗାନ୍ତୁ ନାହିଁ ନଚେତ ଏହାର ପରିମାଣ ଆପଣଙ୍କୁ ଭୋଗିବାକୁୂ ପଡ଼ିବ । ଅନ୍ୟପଟେ ମୋହାଲିରେ ହୋଇଥିବା ବିସ୍ଫୋରଣର ପୁଲିସ ଯାଞ୍ଚ କରୁଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମ।।ନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇଉଠିଛି ।

Related Posts