୧୯୮୯ ବ୍ୟାଚର ୪ ଜଣ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ୧୯୮୯ ବ୍ୟାଚର ୪ ଜଣ ଆଇପିଏସ ଅଫିସରଙ୍କ ହେଲା ପଦୋନ୍ନତି । ଓଡିଶା କ୍ୟାଡରର ଏହି ୪ ଅଫିସର ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି | ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏସଏମ ନର୍ଭଣେଙ୍କ ସହ କେନ୍ଦ୍ରରେ ଥିବା ଏ.ଏମ ପ୍ରସାଦ ଓ ବି.ରାଧିକା ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି |

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ ଏହି ଆଇପିଏସମାନଙ୍କୁ ପଦୋନ୍ନତି ଦିଆଯାଇଛି |

Related Posts