(ସତ୍ୟପାଠ ବ୍ୟୁରେ)ଭୁବନେଶ୍ୱର: ସାରା ଦେଶ ମହାମାରୀ ସହ ଲଢୁଛି । ଏପରି ମୁହୁତ୍ତରେ ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ OYO ଆଗେଇ ଆସିଛି । ତେବେ ରୋଗୀଙ୍କ ପାଇଁ କ୍ୟାଣ୍ଟିନ ଏବଂ ବିଚ୍ଛିନ୍ନତା ସୁବିଧା ପାଇଁ କମ୍ପାନୀ OYO କେୟାର ନାମକ ନୂଆ ଆପ ତିଆରି କରିଛି । ଏନେଇ OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି । ଏହା ସହ କହିଛନ୍ତି, ଆମେ OYO କେୟାର ପଦକ୍ଷେପ ଆରମ୍ଭ କରିଛୁ ଯାହାଦ୍ୱାରା ଆମ ଅତିଥିମାନେ ପରବର୍ତ୍ତୀ ଦ୍ୱାରରେ ଙଣଙ ଚୟନ କରି ଆତ୍ମ-ପୃଥକ ହୋଇପାରିବେ । ତେବେ ଏହା କ୍ୱାରାଣ୍ଟାଇନ ପାଇଁ ନିରାପଦ ସ୍ଥାନ ବୋଲି ସ୍ୱାସ୍ଥ୍ୟ କର୍ମୀ, ରୋଗୀଙ୍କ ପରିବାରବର୍ଗଙ୍କୁ ଭରସା କରାଇବା ଆମର ଲକ୍ଷ ବୋଲି କହିଛନ୍ତି OYO ସିଇଓ ରିତେଶ ଅଗ୍ରୱାଲ ।
Related Posts
-
Copyright © SatyaPatha2021